ଶୁଭପଲ୍ଲବ ~ Shubhapallaba (@Shubhapallaba) header
ଶୁଭପଲ୍ଲବ ~ Shubhapallaba (@Shubhapallaba) profile picture

#Shubhapallaba (#ଶୁଭପଲ୍ଲବ) is an Odia Magazine and web portal available in languages like #Odia, #English, #Hindi, #Sanskrit, #Punjabi, #Telugu and #Bangla

Odisha, India
Joined March 2018
Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)Photo by ଶୁଭପଲ୍ଲବ ~ Shubhapallaba (@Shubhapallaba)
ହୋଲିର ରଙ୍ଗଭରା ଶୁଭେଚ୍ଛା ସହିତ ଭେଟି ଦେଉଛୁ ଶୁଭପଲ୍ଲବର ୮୪ତମ ସଂସ୍କରଣ । ଡାଉନ୍‌ଲୋଡ୍ ଲିଙ୍କ: bit.ly/Shubha84 #Shubhapallaba #ଶୁଭପଲ୍ଲବ #Shubhapallaba84 #ଦୋଳଯାତ୍ରା #ହୋଲି #Holi #DolaJatra
1
8
544
ଓଁ ଶାନ୍ତି 🙏 A heartfelt tribute to two distinguished personalities whose invaluable contributions will forever remain etched in our hearts. #OmShanti #AshokKumarMahapatra #DeepakSamantaray #Shubhapallaba #ଶୁଭପଲ୍ଲବ
🤖 Made with AI
1
5
186
Devi Durga, an anthology of poems, stories, articles about Maa Durga is available in paperback. It's published by the #ShubhapallabaPublication collecting articles from the #Shubhapallaba magazine. Available on Amazon India with free and fast delivery: link.amazon/B03YKFX3Q
3
144
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ @GALPAKABITA ବାବୁ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ । Congratulations on publishing your 3rd book, Jati. #Shubhapallaba #ଶୁଭପଲ୍ଲବ #Shubhabhinandana #ଶୁଭାଭିନନ୍ଦନ #JatiBook The book is available on Amazon for pre-order: link.amazon/B0f9nTuy1
1
5
405
ଆଜି ସେ ବାଲିଘର ଭାଙ୍ଗିଗଲା... ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ 🙏 ଓଁ ଶାନ୍ତି #PranabPattnaik #RIP #ଶୁଭପଲ୍ଲବ #Shubhapallaba
1
2
1
5
718
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଷ୍ଟାଲିନ୍ (@StalinDas) ବାବୁ । ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ । #Shubhapallaba #ଶୁଭପଲ୍ଲବ #Shubhabhinandana #ଶୁଭାଭିନନ୍ଦନ
1
1
11
407
ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ରଜତ (@rjtrnjnrn) ବାବୁ । ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ । #Shubhapallaba #ଶୁଭପଲ୍ଲବ #Shubhabhinandana #ଶୁଭାଭିନନ୍ଦନ
1
3
526
ଧଳା ଧଳା ଗୋଲା ଗୋଲା, ମନ ମୋହିନିଏ ରସଗୋଲା । ମୁହଁରେ ଦେଲେ ହୁଏ ମିଠା, ତାର ସ୍ୱାଦ କାହିଁ ଅଠା? ଛେନା ଗୋଳି ତିଆରି ହୁଏ, ରସରେ ତାହା ବୁଡ଼ି ରହେ । ଜଗା ପାଖେ ଭୋଗ ଲାଗେ, ଖାଇବାକୁ ବଡ଼ ରାଗେ । ଓଡ଼ିଶାର ମିଠା ରାଜା, ନାମ ଶୁଣି ହୁଏ ମଜା! (ମନୋରମା ବିଶ୍ୱାଳ ମହାପାତ୍ରଙ୍କ ରଚନାରୁ ଉଦ୍ଧୃତ) #ରସଗୋଲାଦିବସ🙏 #RasagolaDibasa
1
4
200
ଶୁଭପଲ୍ଲବରେ ପଢ଼ନ୍ତୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକ ସୁବ୍ରତ କୁମାର ସେନାପତିଙ୍କ ରଚନାରୁ ଗଳ୍ପ ଅପରାଜିତା । ଲିଙ୍କ୍ ସେୟାର୍ କରିହେଉନି, ତେଣୁ ଶୁଭପଲ୍ଲବ ୱେବ୍‌ସାଇଟ ଖୋଜିକି ପଢ଼ନ୍ତୁ । #ଶୁଭପଲ୍ଲବ #Shubhapallaba
2
4
113
🙏
We at " SHUBHAPALLABA PUBLICATION " , try to provide ink, papers and cover page to your dreams, in best possible ways 🍁 @ShubhapallabaP @Shubhapallaba @ShubhapallabStr @ssgapu22 Bhai ❤️
1
3
85
Good Morning..! "The one who falls and gets up is so much stronger than the one who never fell." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
1
2
112
Good Morning..! "Some people are just human medicine. You spend an hour with them and everything feels better." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
1
5
156
ପ୍ରେମର ଦୂରତା ରାତିକ ଭିତରେ ବଦଳି ଯାଉଛି ସ୍ମୃତି ଚିହ୍ନ ସଂପର୍କର, ରାତି ପାହିଲେ ଲେଖା ହୋଇଯାଏ ନାମ ଏକ ନୂଆ ବରଷର । ଗୋଟେ କ୍ୟାଲେଣ୍ଡର ହୁଏ ଅଲୋଡ଼ା ଡିସେମ୍ବର ଶେଷ ରାତିରେ, ଯୋଡ଼ି ହୋଇଯାଏ ଭିନ୍ନ ଏକ ବର୍ଷ ଜାନୁଆରୀ ପ୍ରଥମ ପୃଷ୍ଠାରେ । (୧/୨) #ଶୁଭପଲ୍ଲବ #ଓଡ଼ିଆକବିତା #Shubhapallaba
1
1
8
181
ଡିସେମ୍ୱରକୁ ଜାନୁଆରୀ ସିନା ମିଳିଯାଏ ହାତ ପାହାନ୍ତାରେ, ହେଲେ ତତେ ମୁଁ ପାଇବା ପାଇଁ ଗୋଟିଏ ବରଷ ଅପେକ୍ଷା କରେ । ତୁ ଡିସେମ୍ବରର ଶେଷରାତି ମୁଁ ପହିଲି ସକାଳ ଜାନୁଆରୀର, ଏତେ ପାଖାପାଖୂ ଆମେ ଦୁହେଁ ଦୂରତା ଗୋଟିଏ ବର୍ଷର । ଦୂରତା ଭିତରେ ନିବିଡ଼ ସଂପର୍କ ମିଳନ ତ କିଛି କ୍ଷଣର, ମିଳନ ବିଦାୟ ଲାଗି ରହିଥାଏ ନିୟମ ପରା ଏ ସଂସାରର । ୨/୨
3
103
Good Morning..! "Sometimes your mind needs more time to accept what your heart already knows." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
2
7
140
Good Morning..! "If we truly looked into each other's hearts and saw the challenges each of us faces, we would treat each other with more love, kindness, compassion and patience." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
4
75
Good Morning..! "Don't be impressed by money, followers, degrees, and titles. Be impressed by kindness, integrity, humility and generosity." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
1
4
92
Good Morning..! "Somewhere out there, someone is listening to birds instead of breaking news; and the world feels a little more hopeful there." Source: Bijaya Kumar Jena #Shubhapallaba #ଶୁଭପଲ୍ଲବ #MorningMotivation
1
2
7
113