‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରା ଢେଙ୍କାନାଳରୁ ଲାଇଭ୍ #LoktantraBachaoArajaktaHatao xitter.twitterapi.xyz/i/broadcasts/2zkVpOmgm…
ଦୀର୍ଘବର୍ଷର ଶାସନ କାଳରେ ସେବା ନକରି କେବଳ ନିଜ ପରିବାରର ଜାଗିର ଭାବୁଥିବା କଂଗ୍ରେସର ନେତାମାନଙ୍କୁ ଆଜି ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ଲାଇଭ୍, ଢେଙ୍କାନାଳ #LoktantraBachaoArajaktaHatao xitter.twitterapi.xyz/i/broadcasts/2rJXbKyjN…
महान शिक्षाविद् एवं प्रखर राष्ट्रवादी ‘भारत रत्न’ महामना पं. मदन मोहन मालवीय जी की पुण्यतिथि पर उन्हें विनम्र श्रद्धांजलि।
राष्ट्र निर्माण, शिक्षा के प्रसार और समाज सेवा के लिए उनका समर्पित जीवन सदैव देशवासियों को प्रेरित करता रहेगा।
भारत का प्रधानसेवक 'मोदी' कहीं नहीं जाएगा!
#LoktantraBachaoArajaktaHatao
Entrepreneurship must be an opportunity open to all, not limited by social or economic barriers.
Under the leadership of Hon'ble Prime Minister Shri @NarendraModi Ji, the Union Cabinet has approved the continuation of the Stand-Up India Scheme until 31st March 2031, with a target of extending financial assistance to 2.5 lakh additional entrepreneurs.
By placing women and SC/ST entrepreneurs at the centre of this initiative, the scheme will help unlock enterprise, strengthen economic participation and create new pathways to prosperity.
#CabinetDecisions
🚇 Noida and Greater Noida take another step towards smarter urban mobility!
The Union Cabinet, chaired by Hon'ble Prime Minister Shri @NarendraModi Ji, has approved an 8.449 km extension of the Aqua Line from Noida Sector-51 to Greater Noida Sector-04 adding five elevated stations.
With an interchange at Noida Sector-61, the expanded network will bring residential areas, workplaces, educational institutions and healthcare facilities closer while easing pressure on roads.
Stronger connectivity. Smoother mobility. Better urban living.
#CabinetDecisions
माननीय प्रधानमंत्री श्री @narendramodi जी के नेतृत्व में केंद्र सरकार किसानों के हितों को सर्वोच्च प्राथमिकता देते हुए निरंतर महत्वपूर्ण निर्णय ले रही है। इसी दिशा में, केंद्रीय मंत्रिमंडल ने रबी 2026-27 के लिए फॉस्फेट और पोटाश (P&K) उर्वरकों पर पोषक तत्व आधारित सब्सिडी (NBS) दरों को मंजूरी दी है।
इस निर्णय से किसानों को सस्ती और उचित कीमतों पर उर्वरकों की उपलब्धता सुनिश्चित होगी तथा खेती की लागत कम करने में मदद मिलेगी। किसानों की समृद्धि और कृषि क्षेत्र की मजबूती के लिए मोदी सरकार प्रतिबद्ध है।
#CabinetDecisions
छोटे उद्यमियों को आर्थिक संबल, स्वरोजगार को प्रोत्साहन और आत्मनिर्भर भारत के संकल्प को नई मजबूती!
माननीय प्रधानमंत्री श्री @narendramodi जी के नेतृत्व में केंद्रीय मंत्रिमंडल ने प्रधानमंत्री मुद्रा योजना (PMMY) के तहत ऋणों के लिए ऋण गारंटी उपलब्ध कराने हेतु ₹5,000 करोड़ के कोष के साथ सूक्ष्म इकाइयों के लिए ऋण गारंटी निधि को जारी रखने की मंजूरी दी है। इससे ₹12.6 लाख करोड़ के मुद्रा ऋण उपलब्ध कराने में सुविधा होगी और छोटे उद्यमियों को अपने कारोबार के विस्तार के नए अवसर मिलेंगे।
#CabinetDecisions
माननीय प्रधानमंत्री श्री @narendramodi जी की अध्यक्षता में केंद्रीय मंत्रिमंडल ने नई दिल्ली के नॉर्थ और साउथ ब्लॉक परिसर में ‘युगे युगीन भारत म्यूजियम’ विकसित करने को मंजूरी दी है।
यह भव्य संग्रहालय भारत की हजारों वर्षों की सभ्यतागत यात्रा, सांस्कृतिक विविधता और समृद्ध विरासत को जीवंत रूप में प्रस्तुत करेगा। साथ ही, ऐतिहासिक भवनों की विरासत को संरक्षित रखते हुए भारत की गौरवशाली सभ्यता को वैश्विक पहचान दिलाने का माध्यम बनेगा।
#CabinetDecisions
ଦେଶର ସୁରକ୍ଷାବାହିନୀ, ସୈନିକ ଏବଂ ପୋଲିସର ସାହାସିକତା ପାଇଁ ଆମେ ଗର୍ବିତ । ସୁରକ୍ଷାବାହିନୀର ଯବାନମାନଙ୍କ ମନୋବଳ ବଢ଼ାଇବା ଏବଂ ଦେଶର ନିରାପତ୍ତା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ ନେତୃତ୍ୱରେ 'ଡବଲ୍ ଇଞ୍ଜିନ୍ ସରକାର' ଓଡ଼ିଶାର ପ୍ରତିଟି ଗ୍ରାମ ଓ ଜିଲ୍ଲାରେ ବିକାଶ ଓ ସୁରକ୍ଷାର ନୂତନ ଅଧ୍ୟାୟ ସୃଷ୍ଟି କରୁଛି।
ଅନୁଗୋଳବାସୀଙ୍କ ସହଯୋଗ ଓ ଉତ୍ସାହ ସ୍ପଷ୍ଟ କରୁଛି ଯେ ଲୋକମାନେ ସେବା ଓ ବିକାଶର ପ୍ରଗତି ପଥକୁ ବାଛି ସାରିଛନ୍ତି । ଅରାଜକତା ଏବଂ ଗଣତନ୍ତ୍ର ବିରୋଧୀ ମାନସିକତାକୁ ଦେଶବାସୀ କେବେ ବି ଗ୍ରହଣ କରିବେ ନାହିଁ । ଏହି ପଦଯାତ୍ରାକୁ ସଫଳ କରିଥିବାରୁ ଅନୁଗୋଳର ସମସ୍ତ ଜନସାଧାରଣ, ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ।
#LoktantraBachaoArajaktaHatao
ଅନୁଗୋଳରେ ଆୟୋଜିତ "ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ" ପଦଯାତ୍ରାରେ ସାମିଲ ହେଲି । ଆଜିର ଏହି ପଦଯାତ୍ରା ସ୍ପଷ୍ଟ କରୁଛି ଯେ ଦେଶବାସୀ କଂଗ୍ରେସର ଅରାଜକତା ଓ ତୁଷ୍ଟୀକରଣ ରାଜନୀତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । ବାରମ୍ବାର ନିର୍ବାଚନରେ ହାରିବା ପରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଆଜି ଗଣତନ୍ତ୍ର, ନିର୍ବାଚନ ଆୟୋଗ ଏବଂ ସମ୍ବିଧାନ ବିରୋଧରେ ଅପପ୍ରଚାର କରୁଛନ୍ତି, ଯାହା ତାଙ୍କ ହତାଶାଭାବର ପ୍ରତିଫଳନ ।
ଯେଉଁ ଗାନ୍ଧୀ ପରିବାର ଭାବୁଥିଲା ଏ ଦେଶ କେବଳ ସେମାନଙ୍କର ଜାଗିର, ସେମାନେ ଆଜି ଜଣେ ସାଧାରଣ ଚା'-ବିକାଳିଙ୍କ ପୁଅ ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ଜଣେ ଜନଜାତି ମହିଳା ରାଷ୍ଟ୍ରପତି ଆସନରେ ବସିବା ବିଷୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତୃତ୍ୱଙ୍କର ହିନ୍ଦୁ ଓ ସନାତନ ବିରୋଧୀ ମାନସିକତା ଏବଂ ଦେଶର ସୁରକ୍ଷାବାହିନୀର ଶୌର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବା ସେମାନଙ୍କ ହତାଶାର ସ୍ପଷ୍ଟ ପ୍ରମାଣ ।
ଗରିବ ଘରର ପୁଅ ଦେଶର ପ୍ରଧାନମନ୍ତ୍ରୀ ହେବା ଏବଂ ଜଣେ ଜନଜାତି ମହିଳା ଦେଶର ରାଷ୍ଟ୍ରପତି ହେବା କଂଗ୍ରେସ ପାର୍ଟି ଓ ଏହାର ନେତୃତ୍ୱ କେବେବି ସହଜରେ ଗ୍ରହଣ କରିପାରୁନାହାନ୍ତି।
#LoktantraBachaoArajaktaHatao
ଦେଶର ଜନସାଧାରଣ କଂଗ୍ରେସକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଛନ୍ତି; ବାରମ୍ବାର ନିର୍ବାଚନରେ ହାରିବା ପରେ ଏମାନେ ଆଜି ଗଣତନ୍ତ୍ର ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି।
#LoktantraBachaoArajaktaHatao
"ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ"
📍ଅନୁଗୋଳ
#LoktantraBachaoArajaktaHatao
କଂଗ୍ରେସ ଯେଉଁ ‘ଭୋଟ୍ ଚୋରି’ର ହଟଚମଟ ସୃଷ୍ଟି କରୁଛି, ତାହା କେବଳ ନିଜର ପରାଜୟକୁ ଲୁଚାଇବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାର ଏକ ନିନ୍ଦନୀୟ ଷଡ଼ଯନ୍ତ୍ର । ଲାଇଭ୍, ଅନୁଗୋଳ #LoktantraBachaoArajaktaHatao xitter.twitterapi.xyz/i/broadcasts/2NgNlkapN…
ଗଣତନ୍ତ୍ରର ଆଢ଼ୁଆଳରେ ଅରାଜକତା ସୃଷ୍ଟି କରିବା, ଜନାଦେଶକୁ ଅପମାନିତ କରିବା ଏବଂ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବାର ଷଡ଼ଯନ୍ତ୍ରକୁ ଦେଶବାସୀ କେବେବି ସ୍ୱୀକାର କରିବେ ନାହିଁ। ଲାଇଭ୍, ଅନୁଗୋଳ #LoktantraBachaoArajaktaHatao #Sambalpur xitter.twitterapi.xyz/i/broadcasts/2WXBKbZbL…
ଅନୁଗୋଳ ଠାରେ ‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗଦେଲି । ଅନୁଗୋଳର ମାଟି କେବଳ ଶିଳ୍ପ, କୋଇଲା ଏବଂ ଖଣିଜ ପଦାର୍ଥର ଜିଲ୍ଲା ନୁହେଁ ; ଏହା ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ସଂସ୍କୃତି ଏବଂ ସ୍ୱାଭିମାନର ଭୂମି । ଏହି ମାଟିରେ ଆଜି ପର୍ଯ୍ୟଟନର ବିକାଶ ଦିଗରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଥିବାରୁ ମୁଁ ଆନନ୍ଦିତ । ଏହି ଅବସରରେ ପ୍ରକଳ୍ପର ସମସ୍ତ ଷ୍ଟେକ୍ହୋଲ୍ଡର ତଥା ତତସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।
ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ଏବଂ ଗ୍ରାମାଞ୍ଚଳର ଯୁବକମାନଙ୍କୁ ପ୍ରାଥମିକତା ଦେଇ ରୋଜଗାର ସୁଯୋଗ ସୃଷ୍ଟି କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏଠାରୁ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀମାନେ ଆତିଥ୍ୟ କ୍ଷେତ୍ରରେ ପ୍ରଶିକ୍ଷଣ ନେଇ ଦେଶ ଓ ବିଦେଶରେ ନିଜ ଭବିଷ୍ୟତ ଗଢ଼ିପାରିବେ । ଆଠମଲ୍ଲିକର ବୁଣାକାର, କାରିଗର ଏବଂ ସ୍ଥାନୀୟ ଚାଷୀଙ୍କ ପନିପରିବା ଓ ମାଣ୍ଡିଆ ଭଳି ଖାଦ୍ୟ ସାମଗ୍ରୀକୁ ମଧ୍ୟ ଏହି ପ୍ରକଳ୍ପ ସହ ଯୋଡ଼ାଯିବ, ଯାହା ଦ୍ୱାରା ସ୍ଥାନୀୟ ଉତ୍ପାଦର ଚାହିଦା ଓ ପରିଚୟ ବଢ଼ିବ ।
ମୋଦୀ ସରକାର ସାତକୋଶିଆ ଏବଂ ଏହାର ଆଖପାଖ ଅଞ୍ଚଳର ପର୍ଯ୍ୟଟନ ବିକାଶ ପାଇଁ ଆର୍ଥିକ ସହାୟତା ଦେଇଛନ୍ତି । ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ପର୍ଯ୍ୟଟନର ବହୁତ ବଡ଼ ଭୂମିକା ରହିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ସାଙ୍ଗକୁ ଚାଷ ଏବଂ ଜନଜୀବନକୁ ସମନ୍ୱିତ କରି ସାତକୋଶିଆ ଓ ଏହି ସମଗ୍ର ଅଞ୍ଚଳକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ଆମର ସାମୂହିକ ଦାୟିତ୍ୱ । ଏହା ଦ୍ୱାରା କେବଳ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବ ଏବଂ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ଆସିବ ।
ଅନୁଗୋଳରେ ଶିଳ୍ପ ସମୃଦ୍ଧତା ସାଙ୍ଗକୁ ସ୍ଥାନୀୟ ଅର୍ଥନୀତି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ‘ସୂର୍ଯ୍ୟବନ’ ଇକୋ-ରିସର୍ଟ ଏକ ଅନନ୍ୟ ପ୍ରୟାସ । ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ଯୋଡ଼ିବ ।
‘ସୂର୍ଯ୍ୟବନ’ ଇକୋ-ରିସର୍ଟର ଶିଳାନ୍ୟାସ ସମାରୋହ ଲାଇଭ୍, ଅନୁଗୋଳ xitter.twitterapi.xyz/i/broadcasts/2KoOBkpJj…

































